ଓଡ଼ିଆ ଲୋକଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି ପ୍ରଧାନମନ୍ତ୍ରୀ- ଧର୍ମେନ୍ଦ୍ର
ଦୀର୍ଘ ବର୍ଷ ପରେ ନାଗାଲାଣ୍ଡରେ ଘଟିଛି ଏକ ଐତିହାସିକ ଘଟଣା...ରାଜ୍ୟ ଗଠନ ହେବାର ୫୮ ବର୍ଷ ପରେ ବିଧାନସଭାରେ ପରିବେଷିତ ହୋଇଛି ଦେଶର ଜାତୀୟ ସଂଗୀତ....୧୯୬୩ ମସିହା ଡିସେମ୍ବର ୧ରେ ନାଗାଲାଣ୍ଡକୁ ମିଳିଥିଲା ୧୬ତମ ରାଜ୍ୟର ମାନ୍ୟତା....ସେବେଠାରୁ ରାଜ୍ୟ ବିଧାନସଭାରେ ପରିବେଷିତ ହୋଇନଥିଲା ଜାତୀୟ ସଂଗୀତ...
#ArgusNews #National #Nagalanda #Vidhansabha #National_Anthem