ରାଜଧାନୀ ପଲାଶପଲ୍ଲୀ ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ଅଟକ ଥିବା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ କଟକର ରାଣୀ ମହୁମାଛି ମଧୁ, ଭୁବନେଶ୍ୱରର ଦଲାଲ ଲୁଲୁ, ସଂପୃକ୍ତ ଅନୁଷ୍ଠାନର କର୍ମଚାରୀ ରାକେଶ ଷଡଙ୍ଗୀ, ସଞ୍ଜୁକ୍ତା ମେହେର, ଖୋର୍ଦ୍ଧା ଡିଏସଏସଓ ସଂଗ୍ରାମ ଦାସ ଅଛନ୍ତି...
#ArgusNews #Odisha #Bhubneswar #Sex_Racket