ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିତଣ୍ଡା ଯୁକ୍ତି । ତେଲ ଓ ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗରେ ହାତ ଟେକିଦେଲେ । କହିଲେ, ଛତିଶଗଡ଼ କଣ ଆଜି କଲା, ସେ ତାର କାର୍ଯ୍ୟ ଚଳାଇଛି ତ ସେଥିରେ ଅସୁବିଧା କଣ । ଆମେ ଟ୍ରିବୁନାଲରେ ଅଛୁ ।
#waterresources #Minister #RaghunandanDas #argument #controversial #Chhattisgarh #ArgusNews