#ଉପକୂଳରୁ_ଉପାନ୍ତ_ଭିଜୁଛି_ଓଡିଶା
#ଆଗରୁ_ଆହୁରି_୨_ଦିନ_ପ୍ରବଳ_ବର୍ଷିବ
ଉପକୂଳରୁ ଉପାନ୍ତ ବର୍ଷାରେ ଭିଜୁଛି। ଘୂର୍ଣ୍ଣିବଳୟ ସକ୍ରିୟ ଯୋଗୁଁ ଆଗାମୀ ୪୮ ଘଣ୍ଟାଯାଏଁ ବର୍ଷାରୁ ନିସ୍ତାର ନାହିଁ। ଉପକୂଳ ଓଡ଼ିଶାରେ ଅଧିକ ରହିବ ବର୍ଷାର ପ୍ରଭାବ
#weatherupdate #heavyrainfall #weathernews #lowpressure #odisha #argusnews