କଣ୍ଟାବାଞ୍ଜି ହେମାଳ ଭବନ ଠାରେ ଆରମ୍ଭ ହେଲା ଟୀକାକରଣ
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହେମାଳ ଭବନ ଠାରେ ଆରମ୍ଭ ହେଲା ଟୀକାକରଣ। କଣ୍ଟାବାଞ୍ଜି ପୋଲିସ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ମାନେ ସାମାଜିକ ଦୂରତା ରକ୍ଷା କରିବା ସହ କରୋନା ସମ୍ପର୍କରେ ସଚେତନ କରୁଛନ୍ତି
#ArgusNews #Odisha #kantabanjhi #Bolangir #FreeVaccination #Vaccine