ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଶିଆଳି ଠାରେ କୁଳ ଲଂଘୁଛି ସମୁଦ୍ର । ଶିଆଳି ଠାରେ ରହିଥିବା ଭିଯୁ ଟାୱାର ଏବେ ବିପଦ ଶଙ୍କୁଳ ଅଵସ୍ଥାରେ ରହିଛି । ଫଳରେ ସ୍ଥାନୀୟ ଜନ ସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
#Jagatsinghpur #ersama #sialibeach #DangerLevel #Odisha #ArgusNews