କେଜି ଏକାଡେମୀ ଏବଂ ବ୍ରହ୍ମପୁର ମହାନଗର ତରଫରୁ ଆଜି ବ୍ରହ୍ମପୁରରେ ପାଳିତ ହୋଇଛି କୁଇଜ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ 100ଟିମ ଭାଗନେଇଛନ୍ତି। ସାଧାରଣ ଜ୍ଞାନ, କରେଣ୍ଟ ଏଫୟାର୍ସ, ଏମିତି ବିଭିନ୍ନ ପ୍ରଶ୍ନ ଉତ୍ତରର ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଛାତ୍ରଛାତ୍ରୀ।
#ganjam #Berhampur #KGAcademy #quizcompetition #generalknowledge #Currentaffairs #Odisha #ArgusNews