ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସୁଥିବା ଖାଦ୍ୟ ଶସ୍ୟ ବଣ୍ଟନରେ ବ୍ୟାପକ ଅନିୟମିତତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେପିର ଟିମ। 4 ସାଂସଦଙ୍କ ସହ 2 ମନ୍ତ୍ରୀ ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋୟେଲଙ୍କୁ ଭେଟି ଓଡିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହୋଇଥିବା ଅନିୟମିତତା ନେଇ ଅବଗତ କରିଥିଲେ।
#ArgusNews #Odisha #BJP4IND Piyush Goyal