#କୋଭିଡ_ସମୟରେ_ଡ୍ରେନେଜ_ସଫେଇରେ_ର୍ଦୁନିତୀ
#ସଫେଇ_ନାଁରେ_ଲକ୍ଷଲକ୍ଷ_ଟଙ୍କା_ଚଳୁ
ପଦାରେ ପଡିଛି ବାଲେଶ୍ବର ମ୍ୟୁନିସିପାଲଟିର ମହାର୍ଦୁନିତୀ। ନାଳରେ ଭର୍ତ୍ତି ଅଳିଆ। ଆବର୍ଜନାର ପରିମାଣ ଏତେଜେ ସ୍ଥାନେସ୍ଥାନେ ପାଣି ଜମୁଛି। ଏହି ଡ୍ରେନ ପାଇଁ କିନ୍ତୁ ମ୍ୟୁନିସିପାଲଟି କରିଛି ଲକ୍ଷଲକ୍ଷ ଟଙ୍କାର ବିଲ୍। ବାଲେଶ୍ବରର ସହରର ଡ୍ରେନେଜ ବ୍ୟବସ୍ଥା ପାଇଁ ରହିଛି ମହାନାଳ।
#ArgusNews #ArgusNewsTV #Odisha #Balasore #drainagescam