#ଚାଷୀଙ୍କ_ପାଇଁ_ବିରୋଧିଙ୍କ_ହଲାବୋଲ !
ଅନ୍ନଦାତାଙ୍କ ଧାନ ନଉଠିବାକୁ କେନ୍ଦ୍ର କରି ଆନ୍ଦୋଳନ । ରାଜରାସ୍ତାରେ ରାଜ୍ୟ ସରକାରଙ୍କ ନୀତି ବିରୋଧରେ ବିଜେପି ଓ କଂଗ୍ରେସ୍ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ଟୋକନ ଥାଉ ବା ନଥାଉ ତୁରନ୍ତ ସରକାର ଧାନ ଉଠାଇବା ପାଇଁ ଦାବି ରଖିଛି ବିଜେପି
#ArgusNews #Odisha #ArgusNewsTV #BJP #Congress #Protest #mandiissue #OdishaGovt