ଜଗତର ନାଥ ଜଗନ୍ନାଥଙ୍କୁ ଆଜି କେବଳ ଶ୍ରୀକ୍ଷେତ୍ରରେ ନୁହଁ... ସାରା ବିଶ୍ବ ପୁଜୁଥିଲା... ରଥ ପରମ୍ପରାକୁ ପାଥେୟ କରି ବିଶ୍ବ ନିୟନ୍ତାଙ୍କୁ ରଥାରୁଢ କରାଯାଉଥିଲା । ଭକ୍ତମାନଙ୍କ ମଧ୍ୟରେ ଜଗନ୍ନାଥଙ୍କ ପ୍ରତି ଥିବା ଶ୍ରଦ୍ଧା, ଆବେଗ ବାରି ହୋଇପଡୁଥିଲା... ଘଣ୍ଟ, ଘଣ୍ଟାରେ ଫାଟି ପଡୁଥିଲା ପରିବେଶ..
#ArgusNews #rathayatra2021 #newdelhi #world Dharmendra Pradhan