#ଜୀବିତ_ଶିଶୁକୁ_ମୃତ_ଘୋଷଣା
ଶ୍ମଶାନରୁ ଏହି ଛୁଆଟି ଜୀବିତ ଘରକୁ ଆସିବ ହୁଏତ ଏକଥା କେହି ସ୍ବପ୍ନରେ ବି ଭାବିନଥିଲେ । କିନ୍ତୁ ଯାହାର ବଂଚିବାର ଅଛି, ଜୀବନ ଯିଇଁବାର ଅଛି, ତାକୁ ଡାକ୍ତର ମୃତ ଘୋଷଣା କରିବା ପରେ ବି ସେ ଫେରି ଆସିଛି । ବଂଚିବା ପାଇଁ । ନୂଆ ପୃଥିବୀକୁ ଦେଖିବା ପାଇଁ ।
#KARANJIA #Mayurbhanja #baby #hospital #baddoctorissue #Odisha #ArgusNews