ନୂଆ ନୂଆ ଯନ୍ତ୍ରପାତି ସାଙ୍ଗେ ଆଏଜକାର ଦିନରେ ଲୁକଙ୍କର ଚାଲିଚଲନ ବି ବଦଲି ଗଲାନ । ଆର୍ ଚାଷ କାମ ଲାଗି ମୁଖିଆ ସରଞ୍ଜାମ ଭାବେ କେଣାପାଠୀକେ ବ୍ୟବହାର କରୁଥିଲେ ଲୁକେ। ଯନ୍ତ୍ରପାତିର ବ୍ୟବହାର ବଢବାର ସାଙ୍ଗେ ସାଙ୍ଗେ ଟେଣାପାଠି ଏବେ ଲୋପ ପାଏବାକେ ବସିଛେ ।
#ArgusNews #ArgusNewsTv #Odisha #Kalahandi #Junagarh #Tenapathi