ପଛୁଆ ଅଞ୍ଚଳର ବିଦ୍ୟାର୍ଥୀଙ୍କୁ ବାଟ ଦେଖାଉଛି ଗଣ୍ଡୱାନା ଟ୍ରଷ୍ଟ । ଆଶାର ଆଲୋକ ସାଜି କ୍ୟାରିଅର ଗଢିବାର ଦାୟିତ୍ୱ ନେଇଛି । ଗାଁରୁ ସହର ଯାଏଁ ମାଗଣା ଶିକ୍ଷାଦାନ ଓ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇଁ କୋଚିଂ ସୁବିଧା ଯୋଗାଇ ଦେଇ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖାଉଛି ।
#GoodNews #Nuapada #GandwanaTrust #TribalYouth #FreeCoaching #BajrangMajhi #ArgusNews