ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ମା' ଙ୍କ ପୂଜାର୍ଚ୍ଚନା । ନାହିଁ ସୁଉଚ୍ଚ ତୋରଣ କିମ୍ବା ଆଖି ଝଲସିଲା ପରି ଆଲୁଅ ମାଳା । କେବଳ ବିଧି ଅନୁସାରେ ଚାଲିଛି ମାଆଙ୍କ ଆରାଧନା । ଆଜି ମଣ୍ଡପରେ ମା' ଙ୍କର ନବମୀ ପୂଜା ଅନୁଷ୍ଠିତ ହେବ । ସାଧାରଣତଃ ଭାରତବର୍ଷରେ ନବରାତ୍ରୀ ପାଳନ ହେଉଥିବା ବେଳେ ଓଡ଼ିଶାରେ ଷୋଡ଼ଶ ଦିନାତ୍ମକ ପୂଜା ହୋଇଥାଏ ।
#durgapuja #MahaNabami #odisha #ArgusNews