ନିଶା ବେପାରୀ ଘରୁ 8 କେଜି ସୁନା ଜବତ । ଗଞ୍ଜାମ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗାୀଁର ନିଶା ବେପାରୀ ଗିରଫ । କୁଖ୍ୟାତ ନିଶା ବେପାରୀ ଘରେ ବଡ଼ଧରଣର ରେଡ୍ ହୋଇଛି । ନିଶା ବେପାରୀଙ୍କ ଘରୁ 34 କେଜି ଗଞ୍ଜେଇ, 8 କେଜି 596 ଗ୍ରାମ ସୁନା ଜବତ କରିଛି ପୋଲିସ ।
#DrugDealer #Ganjam #Odisha #ArgusNews