ଭାଙ୍ଗିଗଲାଣି ପ୍ରକଳ୍ପ, ଭୁଶୁଡି ଗଲାଣି ଭିତ୍ତିଭୂମି l ନୟାଗଡ଼ ଓ ପଡୋଶୀ ଗଞ୍ଜାମ ଜିଲ୍ଲାରେ ଚାଷ ଜମିକୁ ଜଳସେଚିତ କରିବାକୁ ରହିବାଙ୍କରେ ତିଆରି ହୋଇଥିବା ବାଘୁଆ ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନି। ରକ୍ଷଣାବେକ୍ଷଣ ଅଭାବ ଏବଂ ସରକାରୀ ଅନୁଦାନ ହରିଲୁଟ କାରଣରୁ ଏବେ ମାଟିରେ ମିଶିବାକୁ ବସିଛି ଏହି ପ୍ରକଳ୍ପ l ମରାମତି ପାଇଁ ଥରକୁ ଥର ଅନୁଦାନ ଆସୁଥିଲେ ବି ଇଏ ହେଉଛି ପ୍ରକଳ୍ପର ଅବସ୍ଥା
#Nayagarh #WaterProject #Odisha #ArgusNews