#ପୁଅକୁ_ଝୁରି_ଝୁରି_ମାଆ_ଆଖିରୁ_ଶୁଖୁନି_ଲୁହ
ଚାହିଁବସିଛି ପୁଅ ଫେରିବା ବାଟକୁ। ଏନେଇ ନିଖୋଜଙ୍କ ପରିବାର ଲୋକେ କେନ୍ଦୁଝର ଥାନାରେ ଏତଲା ଦେଲେଣି। ମାତ୍ର ଦିନ ପରେ ଦିନ ଯାଉଛି, କିନ୍ତୁ ପୁଅର ପତ୍ତା ମିଳୁନି। ନିଖୋଜ ପୁଅକୁ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ।
#ArgusNews #Odisha #ArgusNewsTv #Keonjhar #MissingBoy