ପେଶାରେ ଜଣେ ପୂଜକ। ନୀଶା ଗୀତ ରଚନା ଓ ନାଟ୍ୟ ନିର୍ଦ୍ଦେଶନା। ପିତାଙ୍କ ଅନ୍ତେ ବାଲ୍ୟକାଳରୁ ବୃତ୍ତି ପୂଜାକୁ ଆଦରି ନେଇଛନ୍ତି। ପ୍ରତିଟି କବିତା ଶ୍ରୀ ଜଗନ୍ନାଥ ଭକ୍ତି ରସାମୃତରେ ସମୃଦ୍ଧ। ସୁଲଳିତ କଣ୍ଠରେ ପ୍ରଭୁଙ୍କ ନିକଟରେ ସମର୍ପି ଦିଅନ୍ତି ନିଜ କବିତାର ଝଙ୍କାର।
#ArgusNews #Odisha #Bhadrak #StoryWriter #krushnachandradash