#ପୋଖରୀ_ପୁନଃରୁଦ୍ଧାର_ନାଁରେ_ଲକ୍ଷାଧିକ_ଟଙ୍କା_ଚଳୁ !
ଗଞ୍ଜାମ ବୁଗୁଡା ସୁନାକେରା ଗାଁରେ ପୋଖରୀ ବ୍ୟବହାର ଉପଯୋଗୀ କରିବା ପାଇଁ ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା । ହେଲେ ପୋଖରୀର ପୁନଃରୁଦ୍ଧାର ହୋଇପାରିଲା ନାହିଁ, ବରଂ ପୋତି ହୋଇଗଲା । କାମ ନକରି ମିଳିଲା ଟଙ୍କା
#ArgusNews #Odisha #ArgusNewsTV #PondScam #Ganjam #Polsara