#ପୋତି_ହେବାକୁ_ବସିଲାଣି_ବାଲିଡିହା_ଡ୍ୟାମ
ବାରିପଦା ସହର ଠାରୁ ୧୫ କିଲୋମିଟର ଦୂରରେ ଥିବା ପଳପଳା ନଦୀ ବର୍ଷାଦିନେ ତଳମୁଣ୍ଡରେ ଥିବା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ତେଣୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏଠାରେ ବାଲିଡିହା ଡ୍ୟାମ ନିର୍ମାଣ କରାଇଥିଲେ। ମାତ୍ର ଏହା ପୋତି ହେବାକୁ ବସିଲାଣି।
#ArgusNews #Odisha #ArgusNewsTv #Mayurbhanj #Baripada #balibandha