ରାସନ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ପରେ ବର୍ଷିଲା ବିଜେପି । ରାଜ୍ୟ ସରକାର ନିର୍ବାଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହି ଟଙ୍କାରେ ଗରିବଙ୍କୁ କାହିଁକି ଚାଉଳ ଯୋଗାଉ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
#BJP #BJD #NaveenPatnaik #OdishaCM PMO India Narendra Modi #BJPpresident #SameerMohanty #Odisha #ArgusNews