ବଡଦାଣ୍ଡରେ ଗଡୁଛି ବଡ ରଥ । ରଥାରୂଢ ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କିନ୍ତୁ ଏବର୍ଷ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡାହୋଇଛି ମହାମାରୀ କରୋନା। ଭକ୍ତ ବିନା ଭଗବାନ ଯେପରି ଅଧୁରା ସେହିପରି ଭଗବାନ ବିନା ଭକ୍ତ ମଧ୍ୟ ଅଧୁରା । ଏକଥା ଖାଲି କଥା
#Puri #RathYatra2021 #ArgusNews #Odisha #ArgusNewsTV #lordjagannath