ଗୁଲାବ ର କରାଳ ରୂପ।ଗୁଲାବ ର ପ୍ରଭାବ ରେ ଚିଲିକା ର ନୀଳ ଜଳ ରାଶି ଅଶାନ୍ତ ହୋଇ ପଡିଛି।ମରାଳ ମାଳିନୀ ନୀଳମ୍ବୁ ଚିଲିକା ମଧ୍ୟରେ ଥିବା ମା କାଳିଜାଇ ପିଠିରେ ଢେଉ ଲହଡି ମାଡ଼ ହୋଇ ମନ୍ଦିର ପ୍ରାଙ୍ଗଣରେ ପାଣି ପଶୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
#Khurda #Chilika #KalijaiTemple #HeavyRainFall #Odisha #ArgusNews