#ରାଷ୍ଟ୍ରୀୟ_ମାସାଜିକ_ନ୍ୟାୟ_ମଞ୍ଚ_ମୁଖ୍ୟଙ୍କୁ_ପୋଲିସର_ସୁରକ୍ଷା
#ମୁଖ୍ୟଙ୍କ_କଥା_ପଚାରିଲେ_ଏଡାଇ_ଯାଉଛନ୍ତି_ଖୋର୍ଦ୍ଧା_ଏସପି
ମାନବବାଦର ମିଛ ପ୍ରବକ୍ତା। ଖୋର୍ଦ୍ଧା ବେଗୁନିଆର ମାନବବାଦ ସଙ୍ଗଠନ ମୁଖିଆଙ୍କ ବିଜେଡି ଲିଙ୍କର ମହାଖୁଲାସା। ଶାସକ ଦଳ ବଳରେ ବଳିୟାନ ମାନସ ଦାସଙ୍କୁ ପୋଲିସ ସୁରକ୍ଷା ଅଭିଯୋଗ ଦେଉଥିବା ଅଭିଯୋଗ ହୋଇଛି। ୩୦୨ ଭଳି ସଙ୍ଗୀନ ଦଫା ସତ୍ତ୍ବେ ଗିରଫ କରୁନି ପୋଲିସ।
#BJDOdisha Khordha District Police #begunia #Odisha #ArgusNews