ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା "ଏକତା ପାଇଁ ଦୈଡ଼" ପ୍ରତି ବର୍ଷ ଭଳି ଏବର୍ଷ ବିଜେପି ଯୁବମୋର୍ଚ୍ଚା ଦ୍ବାରା ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଯୋଗ ଦେଇଥିଲେ ।
#Balasore #RunForUnity #Odisha #ArgusNews