ବୌଦ୍ଧ ଡିଭିଜନର ମନମୁଣ୍ଡା ସବ ଡିଭିଜନରରେ କାର୍ଯ୍ୟ କରୁଥିବା ୫ଜଣ ବିଦ୍ୟୁତ କର୍ମଚାରୀଙ୍କୁ ବିନା ସୂଚନାରେ କାମରୁ ବହିଷ୍କାର କରିଛନ୍ତି । ତେଣୁ ଆଜି କର୍ମଚାରୀଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ପ୍ରତ୍ୟାହାର ଦାବୀରେ ବୌଦ୍ଧ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଗଣଧାରଣା ଦେଇଛନ୍ତି ।
#ArgusNews #Odisha #electric #workers #protest #boudha