ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓ ଗୁଳିବିନିମୟ । ଖୁଂଟିଗୁଡ଼ାରେ ଦୁଇଜଣ ଏସଓଜି ଯବାନ ଆହତ । ତେବେ ଆହତ ଯବାନଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି । ପ୍ରାୟ 8 ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଛି ।
#ArgusNews #Odisha #maoencounter