କାଳିଆର ରଥଯାତ୍ରାଠୁ ଆରମ୍ଭ କରି ସୁନାବେଶ ଯାଏ ଜଳରଙ୍ଗ, ପଟଚିତ୍ର ଓ କାନଭାସ ରେ ବେଶ ଜୀବନ୍ତ କରିଛନ୍ତି ରାଜକିଶୋର । ପ୍ରଭୁଙ୍କୁ ନିଜ ରଙ୍ଗ ତୂଳୀରେ ସଜେଇ ରାଜକିଶୋର ଖୁସି ହୋଇଥିବା ବେଳେ ଭାବର ଠାକୁରଙ୍କୁ ପାଖରୁ ଯାଇ ଦର୍ଶନ କରିବାକୁ କରୋନା ହଟିଯାଉବୋଲି ପ୍ରାଥନା କରିଛନ୍ତି।
#ArgusNews #Odisha #JayJagannath #canvasart