ମହାମାରୀ ସମୟରେ ଫାନନାନ୍ସ କମ୍ପାନୀକୁ ଠିକ ସମୟରେ ପଇସା ସୁଝି ପାରୁ ନ ଥିବାରୁ ରାସ୍ତା ମଝିରେ ଗାଡି ଅଟକାଇ ଦୁର୍ବ୍ୟବହାର କରୁଥିବା ଅଭିେଯାଗ ଆଣିଲେ ଅଟୋ ଆସୋସିଏସନ ର କର୍ମୀ । ସରକାର ଏ ସମସ୍ୟାର ସମାଧାନ ନ କଲେ ଆତ୍ବହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି
#ArgusNews #Odisha #ArgusNewsTV #Bhubaneswar #AutoAssociation