ଭିଜିଲାନ୍ସ ଜାଲରେ ବିଦ୍ୟୁତ ବାବୁ । ଆୟ ବର୍ହିଭୂତ ଅଭିଯୋଗରେ, ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । କେନ୍ଦୁଝର କାଶୀପୁର ସ୍ପଞ୍ଜ କଲୋନୀ ବାସଭବନ, ରିମୂଳି ସ୍ଥିତ ଶଶୂର ଘର ଓ ଘଟଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପାଟଣାର ପୈତୃକ ବାସଭବନରେ ହୋଇଛି ଚଢ଼ାଉ
#Vigilance #Raid #electricityemployee #tpnodl #Deputymanager #Keonjhar #Odisha #ArgusNews