ଦୁଇ ପଏସା ପାଏବା ଆଶାନେ ଚାଷ କରିଥିଲା ଚାଷୀ । ଗଲା ରାତି ବର୍ଷା ଲାଗି ଧାନ୍ ସବୁ ଭିଜି ଯାଇଛେ । ଇଆଡେ ଯେ ମିଲର୍ସ ମାନେ କଟନୀ ଛଟନୀ କରୁଥିବାର ଅଭିଯୁଗ୍ ଆନିଛନ୍ ଚାଷୀ। ଆଗକେ ଫେର୍ ବର୍ଷା ହେବାର୍ ଡର୍ ରହିଛେ। ଯାହାର୍ ଲାଗି ଚିନ୍ତା ନେ ଚାଷୀ
#ArgusNews #Odisha #NewsChannel #ArgusNewsTV #Nuapada #Mandi_Problem