#ମଜାକ୍_ପାଲଟିଛେ_ବିଜୁ_ସେତୁ
୧୦ ବରଷ୍ ପରେବି ନାଇ ସରବାର୍ କାମ୍ । ଯନ୍ତ୍ରୀ, ଠିକାଦାର ମାଲେମାଲ୍ । ପକ୍କା ରାସ୍ତା ଲାଗିର୍ ଆରୁ କେତେ ଦିନ୍ ଅପେକ୍ଷା କରବାକେ ପଡବା ? ପ୍ରକଳ୍ପ ଲାଗିର ସରକାର କୋଟିକୋଟି ଟଙ୍କା ଖର୍ଚ୍ଚା କରୁଥିଲା ବେଲେ ଅଧିକାରୀଙ୍କର ମନମୁଖି କାମ୍ ଲାଗି ତିଆରିରେ ସମସ୍ୟା ସୃଷ୍ଟି ହେଉଛେ । ଏନ୍ତା ଘଟନା ଦେଖବାକେ ମିଲିଛେ ପଲସଖଣ୍ଡ- ତୁକୁଲା ସେତୁ ନିର୍ମାଣନେ।
#ArgusNews #ArgusNewsTV #Odisha #Balangir #BijuSetu #Corruption