ବାଲେଶ୍ଵର ଜିଲ୍ଲା ସୋର ଥାନା ସାଉଡୁ ଅଞ୍ଚଳର କିଛି ମହିଳା ମାନେ ଜଣେ ଚୋରା ଦେଶୀ ମଦ ବେପାରୀକୁ ଧରିଥିଲେ । ମଦ ବେପାରୀ ନିକଟରୁ ମଦ ଜବତ କରିବା ସହିତ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଥାନାର କାର୍ମଚାରୀ ମଦ ବେପାରୀକୁ ଗିରଫ କରିବା ବଦଳରେ ତାକୁ ଛାଡି ଦେଇଥିବା ଅଭିଯୋଗ ଆଣିଛନ୍ତି ।
#Balasore #soro #LiquorDealer #woman #Complaint #Police #Odisha #ArgusNews