ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ଓଡିଶା। ପୂର୍ବଠୁ ପଶ୍ଚିମ, ଉତ୍ତରଠୁ ଦକ୍ଷିଣ ତେଜିବାରେ ଲାଗିଛି ଆନ୍ଦୋଳନ। ଅଭିଯୁକ୍ତ ଗୋବିନ୍ଦ ସହ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରଣହୁଙ୍କାର। ସାରା ଓଡିଶାରେ ଦିବ୍ୟଶଙ୍କର ହଟାଓ ନାରା।
#MamitaMurderCase #JusticeforMamita #GovindSahu #DibyaShankarMishra #Protest #Strike #Odisha #ArgusNews