ମହାମାରୀ ସମୟରେ ମହାଦୁର୍ନୀତି । ମନରେଗାରେ ମିଥ୍ୟା ବିଲ କରି ରାଜସ୍ବ ଲୁଟ । ଦୁର୍ନୀତିର ମୂକସାକ୍ଷୀ ସାଜିଛି ଗାଁ ମଶାଣୀ । କଟକ ଜିଲ୍ଲା ନିଆଳି ବ୍ଲକ ଅଲଣା ଗ୍ରାମ ପଞ୍ଚାୟତରରେ ମନରେଗା ଯୋଜନାରେ ବଡ ଧରଣର ଦୁର୍ନୀତି ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ ।
#ArgusNews #Odisha #ArgusTv #Cuttack #Niali #manregascam