#ରାସ୍ତା_ପାଇଁ_ବଳି_ପଡିଥିଲେ_11_ଶହ_ଗଛ !
କେବେ ସମ୍ପୂର୍ଣ୍ଣ ହେବ ୪ ଥାକିଆ ରାସ୍ତା କାମ ? ଅବଧି ସରିବା ବିତିଗଲାଣି ଦୁଇ ବର୍ଷ । ସହରକୁ ଟ୍ରାଫିକ ସମସ୍ୟାରୁ ଦୁରେଇ ରଖିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହେଉଛି ୪ ଲେନ୍ ରାସ୍ତା । ମହାନଦୀ ସେତୁରୁ ବ୍ଲକ ଛକ ଦେଇ ତେଲ ନଦୀ ସେତୁକୁ ହେବାକୁ ଥିବା ଏହି ରାସ୍ତା ଏବେ ଅଧାରେ ଅଟକି ରହିଛି
#ArgusNews #Odisha #ArgusNewsTV #Subarnapur #RoadConstruction #TreeCutting