ସାପର ନାଁ ଶୁଣିବା ମାତ୍ରେ ଅନେକେ ଭୟ ଆଉ ଆଶଙ୍କାରେ ଛାନିଆ ହୁଅନ୍ତି । କିନ୍ତୁ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ଜଣେ ସାଧାରଣ ଗୃହିଣୀ ଅଛନ୍ତି ଯିଏକି ସାପମାନଙ୍କୁ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡିଥାନ୍ତି । ଏହି ମହିଳା ଜଣଙ୍କ ହେଉଛନ୍ତି ବାରିପଦା ନୂଆଗାଁ ନିବାସୀ ସସ୍ମିତା ଗୋଛାୟତ ।
#ArgusNews #ArgusNewsTv #Odisha #Mayurbhanj #GoodNews #Brave_Women