ଶୁଣିଲେ ତ କଣ କହୁଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ପ୍ରସ୍ତୁତି ଚାଲିଛି, ଠିକ୍ ସମୟ ଆସିଲେ ହେବ ପୌର ନିର୍ବାଚନ । ୨୦୧୮ ସେପ୍ଟେମ୍ବର ମାସରୁ ଶେଷ ହେଲାଣି ପୌର ଅବଧି । ୬ ମାସ ଭିତରେ ହେବା କଥା ନିର୍ବାଚନ । କିନ୍ତୁ ଗତ ୩ ବର୍ଷ ହେଲା ହୋଇପାରୁନି ପୌର ନିର୍ବାଚନ I
#ArgusNews #Odisha Pratap Jena #municipality #Election