#କଟକ_ସହର_ଉତ୍ସବ_ମୁଖର
ଆସିଛି ପାର୍ବଣ ଋତୁ । ମା'ଙ୍କ ଆଗମନ ନେଇ ଧରାଧାମ ହୋଇ ଉଠିଛି ଚଳଚଞ୍ଚଳ । ପଲ୍ଲୀରୁ ଦିଲ୍ଲୀ ଏବେ ସବୁଠି ଜଗତଜନନୀଙ୍କ ଧରାବତଣକୁ ଅପେକ୍ଷା । ବିଶେଷ କରି ଟ୍ଵିନସିଟି କଟକ ଭୁବନେଶ୍ଵରରେ ମା' ଦୁର୍ଗାଙ୍କ ପୂଜା ବିଶେଷ ଆକର୍ଷଣ ରହିଥାଏ ।
#Cuttack #silvercity #festival #durgapuja #Odisha #ArgusNews