ପୋଲିସର କର୍ତ୍ତବ୍ୟ ପରାଣୟତା ଉପରେ ଉଠିଲା ପ୍ରଶ୍ନବାଚୀ । ବୀରମହାରାଜପୁର ପୋଲିସ ଏଏସଆଇଙ୍କ ଜୁଲୁମ ପାଇଁ ଜଣେ ନିରୀହ ଉଠା ଦୋକାନୀ ଡାକ୍ତରଖାନରେ ଏବେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି। ପୋଲିସ ଏଏସଆଇ ବିଜୟ ବାରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠୁଛି ।ସେପଟେ ପୋଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ ? #ArgusNews #ArgusOdia #Subarnapur #PoliceCruelity