ବନ୍ୟା ସରିଯାଇଛି, କିନ୍ତୁ ଯାଇନି ଚାଷୀଙ୍କ ଦୁଃଖ । ପୁରୀ ଗୋପରେ ହଜାର ହଜାର ହେକ୍ଟର ଚାଷ ନଷ୍ଟକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । କେମିତି ସୁଝିବ ଋଣ, କେମିତି ପୋଷିବ ପରିବାରର ପେଟ, ତାକୁ ନେଇ ଘାରୁଛି ଚିନ୍ତା । ସେପଟେ, ଚାନ୍ଦବାଲିରେ ବିମା ଅର୍ଥ ଓ ସାର ନ ମିଳିବା ନେଇ ସମବାୟ ସମିତି ଘେରିଲେ ଚାଷୀ । #ArgusNews #ArgusOdia #Puri #Bhadrak