ଜୀବନ ଯୁଦ୍ଧରେ କେବେ କେଉଁଠି ହାର ମାନି ନାହାଁନ୍ତି ଜଗଦୀଶ । ଦୁଇଟିଯାକ ଗୋଡ଼ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିଲେ ମଧ୍ୟ ନିଜ ପ୍ରଚେଷ୍ଟାରେ ଦୋକାନଟିଏ କରି ପରିବାରର 4 ପ୍ରାଣୀଙ୍କ ବୋଝ ସମ୍ଭାଳିଛନ୍ତି । କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ମଧ୍ୟ ନିଜ ପ୍ରଚେଷ୍ଟାରେ ସ୍ୱାବଲମ୍ବୀ ହୋଇ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଦିବ୍ୟାଙ୍ଗ ଜଗଦୀଶ...
#ArgusNews #Odisha #Balasore #Disable_Person #Govt_Scheme_Fail