Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
ପ୍ରତି ବିଦ୍ୟାଳୟ ପାଇଁ 3 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ସରକାର
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଗୋଦାବରୀଶ ପ୍ରଥମିକ ଆଦର୍ଶ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶିଶୁ ଦିବସ ଅବସରରେ ଆୟୋଜିତ ସୁରଭି ସମାରୋହରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ବିଦ୍ୟାଳୟ ପାଇଁ 3 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ସରକାର। ଏହାଦ୍ବାରା ଅଭିଭାବକମାନେ ଆଉ ଘରୋଇ ସ୍କୁଲ ମୁହାଁ ହେବନାହିଁ। ଏହାଛଡ଼ା 100 ବର୍
ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି
ଅର୍ଗସ ବ୍ୟୁରୋ: ଆନ୍ଧ୍ର ସହ ଜଳ ଓ ସୀମା ବିବାଦ.. ଛତିଶଗଡ ସହ ଜଳବିବାଦ... ପୋଲାଭରମ, ବଂଶଧାରାକୁ ନେଇ ଆନ୍ଧ୍ର ବିବାଦ ପୁଣି କୋଟିଆକୁ ସୀମାକୁ ନେଇ କଳି.. ଏପଟେ ମହନଦୀ ଜଳକୁ ନେଇ ଛତିଶଗଡ ସହ ବିବାଦ । 24 ବର୍ଷର ସରକାର ବିବାଦ ତ ସମାଧାନ କଲାନି ବରଂ କୋର୍ଟ କଚେରୀ ଓ ଟ୍ରିବ୍ୟୁନାଲରେ ମାମଲା ଅଧିକ ଗୋଳମାଳିଆ ହେଲା.. ସମୟ ଗଡିଲା.. ହେଲେ ବାହାରିଲାନାହିଁ ସମାଧାନ