ଡ. ଅର୍ଥୋ ସଫଳତାର ସହ ଦେଶରେ ନିଜର ଆୟୁର୍ବେଦ ସାମଗ୍ରୀ ବିକ୍ରି କରି ଚାଲିଛି । ଆୟୁର୍ବେଦ ତୈଳ, କ୍ୟାପସୁଲ୍ ଭଳି ସାମଗ୍ରୀ ସୁଲଭ ମୁଲ୍ୟରେ ଉପଲବ୍ଧ ଅଛି । ଅନ୍ୟପଟେ ଡ. ଅର୍ଥୋ ବ୍ରାଣ୍ଡ ପ୍ରତି ଦେଶବାସୀଙ୍କ ବିଶ୍ବାସ ଅଛି ବୋଲି କହିଛନ୍ତି କମ୍ପାନୀ ଅଧିକାରୀ। ଅଜୟ ଦେବଗନ୍ ବ୍ରାଣ୍ଡ ଆମ୍ବାସଡର୍ ହେବା ଦ୍ବାରା ସଵୁ ବର୍ଗର ଲୋକ ଡ. ଅର୍ଥୋକୁ ଆପଣେଇ ବୋଲି ଆଶା ରଖିଛି କମ୍ପାନୀ । ଏହା ପୂର୍ବରୁ ଗୀତିକାର ଜାଭେଦ୍ ଅକତର୍ ବ୍ରାଣ୍ଡ ଆମ୍ବାସଡର୍ ଥିଲେ ।