ଏହାସହ ଗୋଟିଏ ଦିନରେ ସର୍ବାଧିକ ୬ହଜାର ୧୪୮ ଜଣଙ୍କ କରୋନାରେ ମୃତ୍ୟୁ ଘଟିିଛି। ଏହାସହ ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ୩ଲକ୍ଷ, ୫୯ହଜାର ୬୭୬କୁ ବୃଦ୍ଧି ପାଇଛି। ତେବେ ବିହାରରେ ପିଛିଲା କୋଭିଡ ମୃତ୍ୟୁସଂଖ୍ୟା ଦର୍ଶାଇଥିବାରୁ ସଂଖ୍ୟା ବୃଦ୍ଧି ପାଇଥିବା ଦର୍ଶାଯାଇଛି।
ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ପାଇଁ ସଂକ୍ରମିତଙ୍କ ସଂଖ୍ୟା ଏକଲକ୍ଷ ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୯୪ହଜାର ୫୨ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ ହଜାର ୧୨୧ରେ ପହଞ୍ଚିଛି।