ଗତକାଲିଠୁ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିବା ୟାକୁବକୁ ଆଜି ପୋଲିସ ଗିରଫ କରିଥିଲା। ଏସସିବିରେ ସବୁବେଳେ ହାଇଦରକୁ ଭେଟୁଥିଲା ୟାକୁବ ଏବଂ ବିରିୟାନୀ ଖାଇବାକୁ ଦେଉଥିଲା।
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ୟାକୁବର ହାତ
Download Argus News App
