ଏମିତି ତ କ୍ରିକେଟକୁ ନେଇ ବହୁ ପ୍ରକାର ମୁଭି ଦେଖିଥିବେ। କ୍ରିକେଟରଙ୍କ ଜୀବନୀକୁ ନେଇ ବହୁ ପକ୍ରାର ଫିଲ୍ମ ନିର୍ମାଣ କରାଯାଇଛି। କିନ୍ତୁ ଏହି ମୁଭି ଖାଲି କ୍ରିକେଟ ଫ୍ୟାନ ମାନଙ୍କ ପାଇଁ ନୁହେଁ ଉକ୍ତ ସବୁ ଦର୍ଶକ ଉପଭୋଗ କରିପାରିବେ। ନିଜ ଭିତରେ ଥିବା ଡରକୁ ଭୂଲି ଲଢ଼ିବାକୁ ପ୍ରେରଣା ଦେବ ଏହି ମୁଭି। ଏହି ଫିଲ୍ମ ଦ୍ବାରା ସେ ଦର୍ଶକଙ୍କ ହୃଦୟ ଜିତିପାରିବେ ବୋଲି ବେଶ ଆଶାବାଦୀ ଅଛନ୍ତି।
ପ୍ରକାଶ ଥାଉ କି, ଏହି ଫିଲ୍ମରେ ଷ୍ଟୋରୀ ଲୋକଙ୍କୁ ବେଶ ଭଲ ଲାଗିବ। କାରଣ ଦିବ୍ୟାଙ୍ଗ ହେଲେ ବି ଜଣେ ମହିଳା ସ୍ବପ୍ନ ଦେଖିଛନ୍ତି କ୍ରିକେଟର ହେବାକୁ। ଏବଂ ଏହାକୁ ସତ କରିବାକୁ ତାଙ୍କୁ କେଉଁଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ତାହା ହେଉଛି ଏହାର ଷ୍ଟୋରୀ ଲାଇନ। ମୁଭିରେ ସାୟାମିଙ୍କର ଅପୋଜିଟରେ ଅଭିଷେକ ବଚ୍ଚନଙ୍କୁ ଦେଖିବକାକୁ ମିଳିବ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ