ଦେବୋଲିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖା ହୋଇଛି- ଆମର ଛୋଟ ସୁଖ, ଆମର ଶିଶୁପୁତ୍ର ହୋଇଥିବା କଥା ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ।
ଦେବୋଲିନାଙ୍କ ମା’ ହେବାର ଖବର ଶୁଣିବା ପରେ ଟିଭି ସେଲିବ୍ରେଟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧୫ରେ ଦେବୋଲିନା ସ୍ବାମୀ ଶାହନୱାଜ ଶେଖଙ୍କ ସହ ତାଙ୍କର କିଛି ଫଟୋ ସେୟାର କରି ନିଜର ଗର୍ଭଧାରଣ ଘୋଷଣା କରିଥିଲେ। ଦେବୋଲିନା ତାଙ୍କ ଜିମ ପ୍ରଶିକ୍ଷକ ଶାହନୱାଜ ଶେଖଙ୍କୁ ୨୦୨୨ରେ ବିବାହ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର