ହେଲେ ଏହି ଫିଲ୍ମଟି ଫ୍ଲପ୍ ହୋଇଥିଲା । ଏହାପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳି ନଥିଲା ।
ଅର୍ସାଦ୍ ୱାର୍ସି ତାଙ୍କ କ୍ୟାରିୟରରେ ଅନେକ୍ ଫିଲ୍ମ କରିଛନ୍ତି ହେଲେ, ୨୦୦୩ରେ ଫିଲ୍ମ’ ମୁନ୍ନା ଭାଇ ଏମ୍ବି ବିଏସ୍’ରେ ତାଙ୍କୁ ସଫଳତା ମିଳିଥିଲା । ଏଥିରେ ତାଙ୍କ ଭୂମିକାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।
ଏହାପରେ ସେ ଗୋଟେ ପରେ ଗୋଟେ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।